Back to Odia Language Pack Odia Language Pack
Transcend Store Loader Image
Thumbnail Image of ଶ୍ରୀଚୈତନ୍ୟ ଚରିତାମୃତ ମଧ୍ୟଲୀଳା (ପଞ୍ଚମ ଖଣ୍ଡ)

ଶ୍ରୀଚୈତନ୍ୟ ଚରିତାମୃତ ମଧ୍ୟଲୀଳା (ପଞ୍ଚମ ଖଣ୍ଡ) (Sri Chaitanya Charitamrita Madhya lila Khanda 5)

Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ

Description

ଶ୍ରୀଚୈତନ୍ୟ ଚରିତାମୃତ ହେଉଛି ଶ୍ରୀକୃଷ୍ଣ ଚୈତନ୍ୟଙ୍କର ଜୀବନୀ ଏବଂ ଶିକ୍ଷା ସମ୍ୱନ୍ଧୀୟ ଶ୍ରେଷ୍ଠ ପ୍ରାମାଣିକ ଗ୍ରନ୍ଥ । ସେ ଥିଲେ ଷୋଡ଼ଶ ଶତାବ୍ଦୀରେ ଭାରତର ଆଧ୍ୟାତ୍ମିକ ଆନ୍ଦୋଳନର ପ୍ରମୁଖ ପୁରୋଧା, ମହାପ୍ରାଜ୍ଞ୍ୟ, ସଂସାର ବୈରାଗୀ, ଆଧ୍ୟାତ୍ମିକ ଗୁରୁ ଓ ରହସ୍ୟମୟ ଦିବ୍ୟ ଅବତାର ପୁରୁଷ । ତାଙ୍କର ସମୁଚ୍ଚ ଦାର୍ଶନିକ ତତ୍ତ୍ୱ ଓ ବ୍ରହ୍ମତତ୍ତ୍ୱ ସମ୍ୱଳିତ ଉପଦେଶାବଳୀ ଆଜି ପର୍ଯ୍ୟନ୍ତ ଅଗଣିତ ଦାର୍ଶନିକ ଓ ଆଧ୍ୟାତ୍ମିକ ଚିନ୍ତାଶୀଳ ବ୍ୟକ୍ତିଙ୍କୁ ପ୍ରଭାବିତ କରିଆସୁଛି। ତାଙ୍କର କୃପାପାତ୍ର, ଲବ୍ଧ ପ୍ରତିଷ୍ଠା ଜ୍ଞାନୀ, ଗୁରୁ ଏବଂ ଭାରତୀୟ ସଂସ୍କୃତି ଓ ପରମ୍ପରାର ପ୍ରଶିକ୍ଷକ ଶ୍ରୀ ଏ.ସି. ଭକ୍ତିବେଦାନ୍ତ ପ୍ରଭୁପାଦଙ୍କ (ଚିତ୍ରପଟ୍ଟ ଉପରେ ପ୍ରଦର୍ଶିତ) ଦ୍ଵାରା ଏହା ଟୀକା ସହ ବଙ୍ଗୀୟ ଭାଷାର ମୂଳଗ୍ରନ୍ଥରୁ ଅନୁବାଦିତ ହୋଇଅଛି । ସେ ଯେଉଁ ଶ୍ରୀମଦ୍ ଭଗବତ ଗୀତା ରଚନା କରିଛନ୍ତି ତାହା ବହୁଜନ ସମାଦୃତ ହୋଇପାରିଛି । ଶ୍ରୀଚୈତନ୍ୟ ଚରିତାମୃତ ର ଏହି ଅନୁବାଦ ସମସାମୟିକ ବ୍ୟକ୍ତିମାନଙ୍କର ବୌଦ୍ଧିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଏକ ଗୁରୁପୂର୍ଣ୍ଣ ଭୂମିକା ଗ୍ରହଣ କରେ ।

Sample Audio

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.