ପ୍ରହ୍ଲାଦ ମହାରାଜଙ୍କ ଦିବ୍ୟ ଉପଦେଶ (Prahalhad Maharajanka Divya Upadesha)
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
ପ୍ରହ୍ଲାଦ ମହାରାଜ ଯେତେବେଳେ ପାଞ୍ଚ ବର୍ଷର ବାଳକ ଥିଲେ ତାଙ୍କର ସହପାଠୀଗଣଙ୍କୁ ଆତ୍ମଉପଲବ୍ଧିର ଦିବ୍ୟଜ୍ଞାନ ସମ୍ୱନ୍ଧରେ ଉପଦେଶ ପ୍ରଦାନ କରିଥିଲେ, ଯାହାଫଳରେ ତାଙ୍କର ନାସ୍ତିକ ପିତା ହିରଣ୍ୟକଶିପୁର ପ୍ରକୋପରେ ସମ୍ମୁଖିନ ହେବାକୁ ପଡ଼ିଥିଲା। ଯେତେବେଳେ ସେ ମାତୃଗର୍ଭରେ ଥିଲେ, ସେତେବେଳେ ତାଙ୍କର ଗୁରୁ ନାରଦମୁନିଙ୍କ ଠାରୁ ଏହି ଜ୍ଞାନ ଲାଭ କରିଥିଲେ। ଆମକୁ ଧ୍ୟାନ, ଆତ୍ମସଂଯମ, ମାନସିକ ଶାନ୍ତି ଏବଂ ପରିଶେଷରେ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ ଶୁଦ୍ଧ ଭଗବତ୍-ପ୍ରେମ ପ୍ରାପ୍ତି ବିଷୟରେ ଶିକ୍ଷାଦେବା ପାଇଁ, ଏହି ସମସ୍ତ ସାର୍ବଜନୀନ ଶିକ୍ଷା ଏହି ପୁସ୍ତିକାରେ ସଂକଳିତ ହୋଇଛି।
Sample Audio
Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.