ଭକ୍ତି-ଶାଶ୍ୱତ ପ୍ରେମର କଳା (Bhakti Shashwata Premara Kala)
Author: କୃଷ୍ଣକୃପା ଶ୍ରୀମୂର୍ତ୍ତି ଶ୍ରୀ ଶ୍ରୀମଦ୍ ଏ .ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ
Description
ପାର୍ଥିବ ଜଗତରେ ଆମେ ଯାହାକୁ ପ୍ରେମ ବୋଲି କହୁ ସେସବୁ ଅତ୍ୟନ୍ତ କ୍ଷଣସ୍ଥାୟୀ; କିନ୍ତୁ ଭଗବାନଙ୍କ ରାଜ୍ୟରେ ପ୍ରଭୁ ଶ୍ରୀକୃଷ୍ଣ ତାଙ୍କର ପ୍ରିୟତମ ଭକ୍ତମାନଙ୍କ ସହିତ ଯେଉଁ ଗଭୀର ପ୍ରେମପୂର୍ଣ୍ଣ ସଂସର୍ଗର ସୁଖଭୋଗ କରନ୍ତି ତାହା ଚିରନ୍ତନ। ଭକ୍ତି ଯୋଗ ଆମକୁ ଚିରନ୍ତନ ପ୍ରେମର ସେହି ସାମ୍ରାଜ୍ୟ ମଧ୍ୟକୁ କିପରି ପ୍ରବେଶ କରିବାକୁ ହେବ ତାହାର କୌଶଳ ଶିଖାଇଥାଏ। ଏହି ପ୍ରାରମ୍ଭିକ ପୁସ୍ତିକାଟିରେ ଭକ୍ତିଯୋଗ ସମ୍ୱନ୍ଧୀୟ ମୌଳିକ ସତ୍ୟଗୁଡ଼ିକର ଅବତାରଣା କରାଯାଇଛି।
Sample Audio
Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.