ସଭ୍ୟତା ଓ ଅପାର୍ଥିବତା ( Sabhyata O Parthibata (Odia) )
Author: His Divine Grace A.C.Bhaktivedanta Swami Prabhupada
Summary
ବିଗତ ଶତାବ୍ଦୀମାନଙ୍କରେ ମନୁଷ୍ୟ ଜାତି କିପରି ଭାବେ ଅଗ୍ରଗତି କରିଛି ବୋଲି ଯଦି ପ୍ରଶ୍ନ କରାଯାଏ ତା’ହେଲେ ଅଧିକାଂଶ ଲୋକ ସେମାନେ ହାସଲ କରିଥିବା ପ୍ରଯୁକ୍ତି ଓ ବିଜ୍ଞାନ ତଥା ଜ୍ଞାନ ଓ ବିଳାସ ପ୍ରତି ଅଙ୍ଗୁଳି ଦେଖାଇଦେବେ। କିନ୍ତୁ ଏସବୁ ସାମଗ୍ରୀ ଆନନ୍ଦ ଓ ଚିରନ୍ତନ ଜୀବନ ପାଇଁ ଆତ୍ମାର ଯେଉଁ ଅଭିଳାଷ ତାହାକୁ କିପରି ପରିତୋଷିତ କରିବ। ବିଂଶ ଶତାବ୍ଦୀର ଜଣେ ମହାନ୍ ଦାର୍ଶନିକ ଐଶ୍ୱରୀୟ ଦିବ୍ୟକୃପା ପରମପୂଜ୍ୟ ଏ.ସି. ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦ ଆମ ଜୀବନର ଅସଲ ଲାଳସା ତଥା ଆବଶ୍ୟକତାଗୁଡ଼ିକୁ ଅଣଦେଖା ନ କରିବା ପାଇଁ ଆମକୁ ସମ୍ୱୋଧିତ କରିଛନ୍ତି। ପ୍ରଯୁକ୍ତି ଓ ବିଜ୍ଞାନ ଭଲ ଓ ସେମାନଙ୍କର ନିଜସ୍ୱ ଆବଶ୍ୟକତା ରହିଛି; କିନ୍ତୁ ତାହା ଆମ ଜୀବନର ଅତି ମହତ୍ତ୍ୱପୂର୍ଣ୍ଣ ଅନ୍ୱେଷଣ – ପୃଥିବୀକୁ ଅତିକ୍ରମ କରିବା ଏବଂ ଆମ ଅଧ୍ୟାତ୍ମ ସ୍ୱଭାବକୁ ଜାଗ୍ରତ କରିବା ପ୍ରକ୍ରିୟାକୁ ଦିଗହରା କରିବା ଉଚିତ ନୁହେଁ।
Product Details
- No Of Pages: 96
- Author: His Divine Grace A.C.Bhaktivedanta Swami Prabhupada
- Language: Odia
- ISBN Code: 978-93-86956-29-3
- Product Size: 18 x 12 x 0.7 (cms)
- Weight: 0.067 (Kgs)
Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.