Back to Odia Books  Odia Books
ପ୍ରକୃତିର ନିୟମ-ଏକ ଅଭ୍ରାନ୍ତ ବିଚାର
Share

ପ୍ରକୃତିର ନିୟମ-ଏକ ଅଭ୍ରାନ୍ତ ବିଚାର ( Prakurtir Niyam-Eka Abhranta Bichara (Odia) )

Author: His Divine Grace A.C.Bhaktivedanta Swami Prabhupada

$0.34
Quantity Decrease Icon Quantity Increase Icon
Location Icon Check
Out of Stock

Summary

ପ୍ରତ୍ୟେକ କ୍ରିୟାର ଏକ ସମାନ ଓ ବିପରୀତ ପ୍ରତିକ୍ରିୟା ଥାଏ ନର୍କକୁ ଯିବାର ତିନୋଟି ଦ୍ଵାର ହେଉଛି – କାମ, କ୍ରୋଧ ଓ ଲୋଭ । ପ୍ରତ୍ୟେକ ସୁସ୍ଥ-ମନ ବିଶିଷ୍ଟ ମାନବ ଏ ତିନୋଟିକୁ ତ୍ୟାଗ କରିବା ଉଚିତ୍ , କାରଣ ଏମାନେ ଆତ୍ମାର ଅଧୋଗତି ବିଧାନ କରନ୍ତି । ଏହି ପ୍ରକୃତିର ନିୟମ ପୁସ୍ତକରେ ଶ୍ରୀଳ ପ୍ରଭୁପାଦ ବର୍ଣ୍ଣନା କରିଛନ୍ତି କର୍ମ କ’ଣ, ପାପ କ’ଣ ଏବଂ କିଏ କ’ଣ ପାଇଁ ଦଣ୍ଡ ପାଏ ? ସିଦ୍ଧାନ୍ତ ଗୁଡ଼ିକୁ ଜଣେ ବାଦ୍‌ଦେଇ ପାରିବ ନାହିଁ । ଅନେକ ବ୍ୟକ୍ତି ଏକ ଅଶାନ୍ତ ଭବିଷ୍ୟତର ସମ୍ମୁଖୀନ ହେଉଛନ୍ତି । ଏହା ଏକ ହାସ୍ୟୋଦ୍ଦୀପକ ନୁହେଁ । ତୁମେ ଏହି ପୁସ୍ତକ ପଢ଼ିବା ଉଚିତ୍ ଏବଂ ତୁମର ଜୀବନକୁ ପବିତ୍ରମୟ କରିବାପାଇଁ କ’ଣ କରିବାକୁ ହେବ ତାହା ପସନ୍ଦ କରିବା ଉଚିତ୍ । ଏଥିପାଇଁ ଅଧୁକ ବିଳମ୍ୱ କରନ୍ତୁ ନାହିଁ ।


Product Details

  • No Of Pages: 102
  • Author: His Divine Grace A.C.Bhaktivedanta Swami Prabhupada
  • Language: Odia
  • ISBN Code: 978-93-84564-37-7
  • Product Size: 18 x 12 x 1 (cms)
  • Weight: 0.08 (Kgs)

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.