Share
ପ୍ରଭୁପାଦ-ସଂକ୍ଷିପ୍ତ ରୂପରେ ( Prabhupada -Sankhipta Rupare (Odia) )
Author: Satsvarupa Dasa Goswami
$2.6
Out of Stock
Summary
ଭଗବାନଙ୍କର ମହାନ ବିଶେଷ ଭକ୍ତ ପତିତ ଆତ୍ମା ପ୍ରତି ଦୟାଶୀଳ ହୁଅନ୍ତି ଏବଂ ଏଥିପାଇଁ ସେ ଜୀବାତ୍ମାଙ୍କୁ ପୁନଃ ଭଗବଦ୍ଧାମକୁ ପ୍ରତ୍ୟାଗମନ କରିବା ପାଇଁ କାର୍ଯ୍ୟରତ ରହି ସମଗ୍ର ସଂସାରରେ ଭ୍ରମଣ କରନ୍ତି । ଭଗବାନଙ୍କର ଏହି ବିଶୁଦ୍ଧ ଭକ୍ତ ପତିତ ଆତ୍ମାକୁ ଉଦ୍ଧାର କରିବା ପାଇଁ ଭଗବାନଙ୍କର ସନ୍ଦେଶ ଲେଇ ଆସିଥାନ୍ତି । ଏଥିପାଇଁ ସାମାନ୍ୟ ମନୁଷ୍ୟକୁ, ଯେ ଭଗବାନଙ୍କର ବାହ୍ୟ ଶକ୍ତିର ପ୍ରଭାବରେ ଭ୍ରମିତ ହୋଇ ଥାନ୍ତି ତାଙ୍କୁ ସଙ୍ଗତି ଲାଭ କରିବାକୁ ହେଲେ ବିଚାର କରିବା ଦରକାର ।\'\'
ଶ୍ରୀମଦ୍ ଭାଗବତମ୍ (୩/୫-୩) ।
Product Details
- No Of Pages: 504
- Author: Satsvarupa Dasa Goswami
- Language: Odia
- ISBN Code: 978-93-84564-82-7
- Product Size: 21 x 12.5 x 2 (cms)
- Weight: 0.477 (Kgs)
Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.