Share
ପରମ ପୁରୁଷ ଭଗବାନ୍ ଶ୍ରୀକୃଷ୍ଣ ( Parama Purusha Bhagaban Shree Krushna Odia )
Author: His Divine Grace A.C.Bhaktivedanta Swami Prabhupada
$3.81
Summary
ଭଗବାନ୍ ଶ୍ରୀକୃଷ୍ଣ ଦିବ୍ୟ ଜଗତରୁ ଅବତରଣ କରି ଏହି ଧରାପୃଷ୍ଠରେ ତାଙ୍କର ଶାଶ୍ୱତ ଦିବ୍ୟଲୀଳା ପ୍ରଦର୍ଶନ କରିବା ନିମିତ୍ତ ଭୌତିକ ଜଗତରେ ନିଜର ସନାତନ ସାଥି ମାନଙ୍କ ସହିତ ଅବତରିତ ହୋଇଥିଲେ । ଏହି ଦିବ୍ୟଲୀଳା ପ୍ରେମର ଆଦାନ-ପ୍ରଦାନ ରୂପରେ ତାଙ୍କ ଧାମରେ ଚଳି ଆସୁ ଅଛି, ତାଙ୍କ ପ୍ରତିରୂପରେ ଏହା ଏଠାରେ ପ୍ରଦର୍ଶିତ କରନ୍ତି, ଯାହା ଦ୍ୱାରା ଏହି ଭୌତିକ ଜଗତରେ ବଦ୍ଧ ଜୀବ ମାନଙ୍କୁ ଆକୃଷ୍ଟ କରି ଦିବ୍ୟ ଜଗତରେ ଯାତ୍ରା କରିବାକୁ ନିର୍ଦ୍ଦେଶ କରିଥାଏ ।
Product Details
- No Of Pages: 983
- Author: His Divine Grace A.C.Bhaktivedanta Swami Prabhupada
- Language: Odia
- ISBN Code: 978-93-84564-48-3
- Product Size: 21.6 x 12.95 x 4.6 (cms)
- Weight: 0.804 (Kgs)
Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.