Back to Odia Books  Odia Books
ଜଗନ୍ନାଥ  ପ୍ରିୟ ନାଟକମ୍
Share

ଜଗନ୍ନାଥ ପ୍ରିୟ ନାଟକମ୍ ( Jagannatha Priya Natakam (Odia) )

Author: Tamal Krishna Goswami

$ 0.54
Quantity Decrease Icon Quantity Increase Icon
Location Icon Check

Summary

“ଜଗନ୍ନାଥ - ପ୍ରିୟ ନାଟକମ୍‌” ର ଦ୍ୱିତୀୟ ପରିଚ୍ଛେଦ “ନାଟ୍ୟକାବ୍ୟର ବିଶ୍ଳେଷଣ”କୁ ବାଦ ଦିଆଯାଇ ଏହି ନାଟକର ନୂତନ ସଂସ୍କରଣ ଉପସ୍ଥାପନା କରାଯାଇଛି, ତଥାପି ବୈଷ୍ଣବ ଶିକ୍ଷା ସଂସ୍ଥା ସାଂସ୍କୃତିକ ପ୍ରକାଶନ ଦ୍ୱାରା ପ୍ରକାଶିତ ମୂଳ ସଂସ୍କରଣର ପ୍ରକାଶନ ପାଇଁ ମୋତେ ଯେଉଁମାନେ ସହାୟତା ପ୍ରଦାନ କରିଛନ୍ତି, ସେମାନଙ୍କୁ କୃତଜ୍ଞତା ପ୍ରଦାନ କରିବା ପାଇଁ ମୁଁ ଉଚିତ ମନେ କରିବି । ସେମାନଙ୍କର ସମର୍ପଣର ଭାବନା ତଥାପି ଏହି କାର୍ଯ୍ୟରେ ପରିବ୍ୟାପ୍ତ । ମୁଁ ମୋର ଗୁରୁଭ୍ରାତା ଦ୍ରାବିଡ଼ ଦାସଙ୍କୁ ତାଙ୍କର ଉଚ୍ଚକୋଟୀର ସମ୍ପାଦକୀୟ କାର୍ଯ୍ୟପାଇଁ ବିଶେଷ ଭାବେ କୃତଜ୍ଞତା ଜ୍ଞାପନ କରୁଛି । ସଂସ୍କୃତ ସମ୍ପାଦକ କୁଶକ୍ରଥା ଦାସ, ସୁନ୍ଦର ପ୍ରଛଦପଟ ପାଇଁ ରାମ ପ୍ରସାଦ ଦାସ ଏବଂ ବିଶେଷ କରି ମୋର ପ୍ରିୟ ଶିଷ୍ୟା ରେଣୁକା ଦେବୀ ଦାସୀ ତଥା ଶିଷ୍ୟ ଯୁଧିଷ୍ଠିର ଦାସ, ଯେଉଁମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୂଳ ପ୍ରକାଶନର ନିରୀକ୍ଷଣ କରିଥିଲେ, ସମସ୍ତଙ୍କ ପାଖରେ ମୁଁ ଚିରଋଣୀ।


Product Details

  • No Of Pages: 120
  • Author: Tamal Krishna Goswami
  • Language: Odia
  • ISBN Code:
  • Product Size: 21 x 12.5 x 0.8 (cms)
  • Weight: 0.163 (Kgs)

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.