Back to Odia Books  Odia Books
ଭକ୍ତି ରସାମୃତ ସିନ୍ଧୁ
Share

ଭକ୍ତି ରସାମୃତ ସିନ୍ଧୁ ( Bhakti Rasamruta Sindhu )

Author: His Divine Grace A. C. Bhaktivedanta Swami Prabhupada

$ 1.77
Quantity Decrease Icon Quantity Increase Icon
Location Icon Check

Summary

"ଶ୍ରୀଳ ରୂପ ଗୋସ୍ୱାମୀଙ୍କ କୃତ ଭକ୍ତି ରସାମୃତ ସିନ୍ଧୁ ଭକ୍ତିଯୋଗର ପୂର୍ଣ୍ଣ ବିଜ୍ଞାନ ଏହି ପୁସ୍ତକ ଶ୍ରୀଳ ରୂପ ଗୋସ୍ୱାମୀଙ୍କ କୃତ ମୂଳ “ଭକ୍ତି ରସାମୃତ ସିନ୍ଧୁ”ର ସଂକଳନ ଅଟେ। “ଭକ୍ତି ରସାମୃତ ସିନ୍ଧୁ” ହେଉଛି ଭକ୍ତି ସମୁଦ୍ରର ଅମୃତଭଣ୍ଡାର ଅଟେ। ଏହା ହେଉଛି ଭକ୍ତିଯୋଗର ପୂର୍ଣ୍ଣ ବିଜ୍ଞାନ, କିମ୍ୱା ଭଗବଦ୍‍ଭକ୍ତିର ଦିବ୍ୟ ପ୍ରେମମୟୀ ସେବାର ସର୍ବୋଚ୍ଚ ସଂଯୋଗ ଅଟେ। ଭକ୍ତିଯୋଗ ହେଉଛି କୃଷ୍ଣଚେତନା ପ୍ରାପ୍ତିର ସର୍ବୋଚ୍ଚ ସ୍ତର, ଏବଂ ଏହା ହେଉଛି ସବୁଠାରୁ ସହଜ, ସରଳ ଓ ସର୍ବଶ୍ରେଷ୍ଠ ଉପାୟ ଅଟେ। ଏହି ଯୁଗରେ ଏହା ସମସ୍ତଙ୍କ ପାଇଁ ଅନୁମୋଦିତ ହୋଇଛି। "


Product Details

  • No Of Pages: 421
  • Author: His Divine Grace A. C. Bhaktivedanta Swami Prabhupada
  • Language: Odia
  • ISBN Code: 978-81-981407-6-0
  • Product Size: 21 x 12.5 x 2 (cms)
  • Weight: 0.373 (Kgs)

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.