ଭଗବତ୍ ବାଣୀ ( Bhagavat Bani (Odia) )
Author: His Divine Grace A.C.Bhaktivedanta Swami Prabhupada
Summary
ଭଗବାନ୍ କୃଷ୍ଣ ଆମ୍ଭମାନଙ୍କ ପାଇଁ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି: ଆମେ ଶରୀର ନୁହଁନ୍ତି, ଆମେ ଆତ୍ମା ଅଟନ୍ତି। ଶୁଦ୍ଧ ଆଧ୍ୟାତ୍ମିକ ବୋଧରେ ଜାତି, ଧର୍ମ, ବର୍ଣ୍ଣ ବା ଲିଙ୍ଗଗତ କୌଣସି ପ୍ରଭେଦତା ନଥାଏ । ଏହି ଅସାମ୍ପ୍ରଦାୟିକ ମଞ୍ଚରୁ, ସମଗ୍ର ଜଗତ ବାସ୍ତବ ଆନନ୍ଦ ଏବଂ ସଂହତି ଲାଭ କରିପାରିବ। ଏହାର ବୋଧଜ୍ଞାନ ବିନା ବ୍ୟକ୍ତିଗତ ଭାବରେ ହେଉ ବା ଗୋଷ୍ଠୀଗତ ଭାବରେ ହେଉ, ଆମର ଈପ୍ସିତ ଆନନ୍ଦକୁ ଆମେ କେବେସୁଧା ପ୍ରାପ୍ତ କରିପାରିବା ନାହିଁ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଅବ୍ୟବହିତ ପରେ ପରେ ଲିଖିତ ଏହି ପୁସ୍ତକ ଧର୍ମୀୟ ସାମ୍ୟବାଦତାର ସହ ସମାଜ କିପରି ସୁଖ ଶାନ୍ତିରେ ତିଷ୍ଠିପାରିବ ତାର ବର୍ଣ୍ଣନା ପ୍ରଦାନ କରିଛି।
Product Details
- No Of Pages: 102
- Author: His Divine Grace A.C.Bhaktivedanta Swami Prabhupada
- Language: Odia
- ISBN Code:
- Product Size: 18 x 12 x 0.8 (cms)
- Weight: 0.073 (Kgs)
Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.