Back to Odia Books  Odia Books
ଭଗବାନ୍ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷାମୃତ
Share

ଭଗବାନ୍ ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଶିକ୍ଷାମୃତ ( Bhagavan Sri Chaitanya Mahaprabhunka Shikshamruta )

Author: His Divine Grace A. C. Bhaktivedanta Swami Prabhupada

$ 1.60 Only 10 left
Quantity Decrease Icon Quantity Increase Icon
Location Icon Check

Summary

ଶ୍ରୀଚୈତନ୍ୟ ମହାପ୍ରଭୁ କୃଷ୍ଣଚେତନା ବିଜ୍ଞାନ ଶିକ୍ଷା ଦେଇଛନ୍ତି। ସେହି ବିଜ୍ଞାନ ହେଉଛି ଅଦ୍ୱୟ। ଶୁଷ୍କ ମନନଶୀଳ ବ୍ୟକ୍ତିମାନେ ନିଜକୁ ଭୌତିକ ଆସକ୍ତିରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତି। ମାତ୍ର ସାଧାରଣତଃ ଏହା ଦେଖାଯାଏ ଯେ ମନକୁ ନିୟନ୍ତ୍ରଣ କରିବା ଅତି ଦୁଃସାଧ୍ୟ ଏବଂ ଏହା ସେମାନଙ୍କୁ ଇନ୍ଦ୍ରିୟ ଭୋଗ ଆଡ଼କୁ ବଳପୂର୍ବକ ଟାଣିନିଏ। ଜଣେ କୃଷ୍ଣଚେତନଶୀଳ ବ୍ୟକ୍ତିଙ୍କ ଠାରେ ଏହି ବିପଦ ନଥାଏ। ଜଣକୁ ନିଜର ମନ ଓ ଇନ୍ଦ୍ରିୟକୁ କୃଷ୍ଣଚେତନ କାର୍ଯ୍ୟକଳାପରେ ନିୟୋଜିତ କରିବାକୁ ହେବ, ଏବଂ ଏହାକୁ କିପରି ସାଧନ କରିବାକୁ ହେବ, ତାହା ଶ୍ରୀଚୈତନ୍ୟ ମହାପ୍ରଭୁ ଶିକ୍ଷା ଦେଇଛନ୍ତି।


Product Details

  • No Of Pages: 347
  • Author: His Divine Grace A. C. Bhaktivedanta Swami Prabhupada
  • Language: Odia
  • ISBN Code: 978-81-972910-2-9
  • Product Size: 21 x 12.5 x 1.5 (cms)
  • Weight: 0.31 (Kgs)

Copyright © 1972, 2022, 2026 BHAKTIVEDANTA BOOK TRUST (E 5032). All rights reserved.
All content, books, digital media, website design, and software are owned by Bhaktivedanta Book Trust.